Door43-Catalog_or_tn/TIT/03/01.md

1.7 KiB

ସେମାନଙ୍କୁ ସ୍ମରଣ କରାଇବା

"ଲୋକମାନେ ଯାହା ଜାଣନ୍ତି ତାହାକୁ ପୁନର୍ବାର ମଣ୍ଡଳୀରେ କୁହନ୍ତୁ," କିମ୍ବା "ସେମାନଙ୍କୁ ସ୍ମରଣ କରାଉଥାଅ ।"

ସେମାନଙ୍କ ଆଜ୍ଞାପାଳନ କରିବାକୁ, ଶାସକ ଏବଂ ଅଧିକାରୀଗଣଙ୍କ ବଶୀଭୂତ ହୁଅ

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ସେମାନଙ୍କ ଆଜ୍ଞା ପାଳନ କରିବା ଦ୍ଵାରା ରାଜନୀତିର ଶାସକ ଏବଂ ସରକାରର ଅଧିକାରୀଗଣ ଯାହା କହନ୍ତି ତାହା କର ।"

ଶାସକ ଏବଂ ଅଧିକାରୀଗଣ

ଏହି ଶବ୍ଦଗୁଡିକ ଏକ ସମାନ, ଏବଂ ସରକାରରେ ପ୍ରତ୍ୟେକ ଯେଉଁମାନେ ଅଧିକାର ପ୍ରାପ୍ତ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଏକତ୍ର ବ୍ୟବହାର ହୁଏ ।

ପ୍ରତ୍ୟେକ ଉତ୍ତମ କର୍ମ ନିମନ୍ତେ ପ୍ରସ୍ତୁତ ହୁଅ

"ଯେତେବେଳେ ସୁଯୋଗ ଅଛି ଉତ୍ତମ କର୍ମ କରିବାକୁ ପ୍ରସ୍ତୁତ ହୁଅ"

ତିରସ୍କାର କରିବା

"ମନ୍ଦର କଥା କହିବା"

ଅନ୍ୟ ଲୋକମାନଙ୍କର ପଥ ହେଉ

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ମୃଦୁଶୀଳ"