Door43-Catalog_or_tn/TIT/02/11.md

2.8 KiB

ତୁମ୍ଭେ ଦେଖ

"ତୀତସ, ତୁମ୍ଭେ ବୁଝିପାର"

ଇଶ୍ଵରଙ୍କ ଅନୁଗ୍ରହ ଯାହା ସମସ୍ତଙ୍କ ନିମନ୍ତେ ପରିତ୍ରାଣ ଆଣିବା ନିମନ୍ତେ ସକ୍ଷମ ତାହା ପ୍ରକାଶିତ ହୋଇଅଛି

ଏହା ମଧ୍ୟ ଏହିପରି ଅନୁବାଦ ହୋଇପାରେ ଯେମିତି "ପ୍ରତ୍ୟେକଙ୍କ ନିମନ୍ତେ ଇଶ୍ଵରଙ୍କ ଉଦ୍ଧାର କରିବା ଅନୁଗ୍ରହ ଆଲୋକିତ ହୋଇଅଛି ।"

ପ୍ରକାଶିତ ହୋଇଅଛି

"ଅଲୋକକୁ ଆସିଅଛି" କିମ୍ବା "ଦୃଶ୍ୟମାନ ହୋଇଅଛି"

ଅଧର୍ମପରାୟଣକୁ ଅସ୍ଵୀକାର କରିବାକୁ ଆମ୍ଭମାନଙ୍କୁ ପ୍ରଶିକ୍ଷଣ କରେ

"ଯଥାର୍ଥ ବିଷୟ କରିବାକୁ ଆମ୍ଭମାନଙ୍କୁ ଶିକ୍ଷା ଦିଏ ।" ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ଭୁଲ ବିଷୟସବୁ ନ କରିବାକୁ ଏବଂ ଆମ୍ଭମାନଙ୍କୁ ପରୀକ୍ଷାକୁ ପ୍ରତିରୋଧ କରିବାକୁ ଶିକ୍ଷା ଦିଏ ।"

ଆମ୍ଭମାନଙ୍କୁ ପ୍ରଶିକ୍ଷଣ ଦିଏ

ଏହା ଏକ ଅଳଙ୍କାର ଅଟେ ଯାହା ଇଶ୍ଵରଙ୍କ ଅନୁଗ୍ରହକୁ ଏକ ବ୍ୟକ୍ତି ଭାବରେ ଉପସ୍ଥିତ କରେ ଯେ ଲୋକମାନଙ୍କୁ ପବିତ୍ର ଜୀବନ ଯାପନ କରିବାକୁ ପ୍ରଶିକ୍ଷଣ ଏବଂ ଅନୁଶାସନ କରନ୍ତି । (ଦେଖନ୍ତୁ: ବ୍ୟକ୍ତିତ୍ଵଆରୋପ)

ଜାଗତିକ ଅଭିଳାଷଗୁଡିକ

"ଏହି ଜଗତର ବିଷୟଗୁଡିକ ନିମନ୍ତେ ଏକ ଅତି ଅଭିଳାଷ" କିମ୍ବା "ସାଂସାରିକ ଅଭିଳାଷ ନିମନ୍ତେ ଅତି ଅଭିଳାଷ"

ଏହି ଯୁଗରେ

"ଯେତେବେଳେ ଆମ୍ଭେମାନେ ଏହି ଜଗତରେ ବାସ କରୁ" କିମ୍ବା "ଏହି ସମୟରେ"

ଆମ୍ଭେମାନେ ଗ୍ରହଣ କରିବାକୁ ଖୋଜୁଅଛୁ

"ଆମ୍ଭେମାନେ ସ୍ଵାଗତ କରିବାକୁ ଅପେକ୍ଷା କରୁ"

ମହିମାର ଆବିର୍ଭାବ

"ଆବିର୍ଭାବ" ଏବଂ "ମହିମା" ଶବ୍ଦଗୁଡିକ ଏକାନ୍ତ ହୋଇପାରେ ଏହା କହିପାରେ "ମହିମାନ୍ୱିତ ଆବିର୍ଭାବ ।"