Door43-Catalog_or_tn/TIT/02/03.md

2.4 KiB

ସେହିପରି

"ଏହି ପରି ଭାବରେ ।" ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ଯେପରି ତୁମ୍ଭେ ବୃଦ୍ଧ ପୁରୁଷଙ୍କୁ ପରାମର୍ଶ କର, ବୃଦ୍ଧ ସ୍ତ୍ରୀଙ୍କୁ ମଧ୍ୟ ପରାମର୍ଶ କର ।"

ଆପଣା ଆପଣାକୁ ସର୍ବଦା ଉତ୍ସର୍ଗ କରିବା ଉଚିତ୍

"ହେବା ଉଚିତ୍" କିମ୍ବା "ସେମିତି ବଞ୍ଚିବା ଉଚିତ୍"

ବାଜେ କଥାବାର୍ତ୍ତା

ଯେମିତି "ବାଜେ କଥାବାର୍ତ୍ତା" ଶବ୍ଦ ଯାହା ଏଠାରେ ଅନୁବାଦ ହୋଇଅଛି ତାହାର ଅର୍ଥ ହେଉଛି "ଶୟତାନମାନେ" କିମ୍ବା "ଶତ୍ରୁମାନେ" କିମ୍ବା "ଶତ୍ରୁମାନେ ।" ଏଠାରେ ଏହା ସେହି ଲୋକମାନଙ୍କୁ ଦର୍ଶାଏ ଯେଉଁମାନେ ଅନ୍ୟ ଲୋକମାନଙ୍କ ବିଷୟରେ ମନ୍ଦ କହନ୍ତି ହୁଏତ ସେଗୁଡିକ ସତ୍ୟ କିମ୍ବା ମିଥ୍ୟା ।"

ଡାକିବା

"ଶିକ୍ଷା ଦେବା" ଓର୍ ଶାସନ କରିବା" କିମ୍ବା ଉତ୍ସାହିତ କରିବା"

ସେମାନଙ୍କର ମନୋଭାବରେ ସ୍ଥିରତା ରଖିବା

"ଜ୍ଞାନୀଭାବରେ ଚିନ୍ତା କରିବା"

ଶୁଦ୍ଧ ହୁଅ

ଅନୁବାଦ ହୋଇପାରେ ଯେମିତି "ଉତ୍ତମ ବିଚାରସବୁ ଚିନ୍ତା କର" ଏବଂ ଉତ୍ତମ କାର୍ଯ୍ୟ ସବୁ କର" କିମ୍ବା "ଶୁଚି ଚିନ୍ତା କର ଏବଂ ଉତ୍ତମ ବିଷୟସବୁ କର ।"

ଯାହା ଫଳରେ ଇଶ୍ଵରଙ୍କ ବାକ୍ୟ ନିନ୍ଦିତ ନ ହୁଏ

"ଯାହା ଫଳରେ ଇଶ୍ଵରଙ୍କ ସମ୍ବାଦ ଅଗ୍ରାହ୍ୟ ହେବ ନାହିଁ ।"

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ସ୍ତ୍ରୀଲୋକମାନଙ୍କ କାର୍ଯ୍ୟ ହେତୁ ଇଶ୍ଵରଙ୍କ ବାକ୍ୟ ତ୍ରୁଟି କିମ୍ବା ଅଗ୍ରାହ୍ୟ ନ ହେବ ।"