Door43-Catalog_or_tn/TIT/02/01.md

1.8 KiB

(ପାଉଲ ତାହାଙ୍କ ଧ୍ୟାନ ଭଣ୍ଡ ଶିକ୍ଷକମାନଙ୍କଠାରୁ ତୀତସ ଏବଂ ବିଶ୍ଵାସୀମାନଙ୍କ ପ୍ରତି ବୁଲାନ୍ତି ।)

କିନ୍ତୁ ତୁମେ

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "କିନ୍ତୁ ତୁମେ, ତୀତସ, ଭଣ୍ଡ ଶିକ୍ଷକମାନଙ୍କ ବିପରୀତରେ ।"

ଉତ୍ତମ ନୀତିସମୂହ ସହ

"ଉତ୍ତମ ନୀତିସମୂହ ସହ" କିମ୍ବା "ସଠିକ୍ ଶିକ୍ଷା ସହ"

ସଂଯତ

"ଶାନ୍ତ ମନ" କିମ୍ବା "ଆତ୍ମସଂଯମ ।" ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ଆପଣା ଆପଣାକୁ ଶାସନ କରିବା ।"

ଇଦ୍ରିୟଗ୍ରାହ୍ୟ

"ଆତ୍ମାସଂଯମ" କିମ୍ବା "ସେମାନଙ୍କର ଅଭିଳାଷର ନିୟନ୍ତ୍ରଣର ।"

ସୁସ୍ଥ

ପରବର୍ତ୍ତୀ ତିନୋଟି ବିଷୟକୁ ଏହା ବର୍ଣ୍ଣନା କରେ: ବିଶ୍ଵାସ, ପ୍ରେମ, ଏବଂ ସହନଶୀଳତା । "ସୁସ୍ଥ" ହେବାର ଅର୍ଥ "ସ୍ଵାସ୍ଥ୍ୟ" ହେବା ।

ବିଶ୍ଵାସରେ (ସୁସ୍ଥ)

"ସ୍ଵାସ୍ଥ୍ୟ ବିଶ୍ଵାସ ସହ" କିମ୍ବା "ସେମାନଙ୍କର ବିଶ୍ଵାସରେ ସଠିକ୍"

ପ୍ରେମରେ (ସୁସ୍ଥ)

"ସ୍ଵାସ୍ଥ୍ୟ ପ୍ରେମ ସହ"

ସହନଶୀଳତାରେ (ସ୍ଵାସ୍ଥ୍ୟ)

"ଦୃଢ" କିମ୍ବା "ସ୍ଥିର" କିମ୍ବା "କ୍ଲାନ୍ତନହିବା"