Door43-Catalog_or_tn/REV/22/18.md

792 B

ମୁଁ ସାକ୍ଷ୍ୟ ଦିଏ

ଏଠାରେ "ମୁଁ" ଯୋହନଙ୍କୁ ଦର୍ଶାଏ ।

ଯଦି କୌଣସି ଲୋକ ସେଗୁଡିକୁ ଯୋଗ କରେ...ଯଦି କୌଣସି ଲୋକ ଲୋପ କରେ

ଏହି ଭାବବାଣୀ ବିଷୟରେ କୌଣସି ପରିବର୍ତ୍ତନ ନ କରିବାକୁ ଏହା ଏକ ଦୃଢ ସତର୍କତା ।

ଏହି ପୁସ୍ତକରେ ଲିଖିତ ହେବା ବିଷୟରେ

ଏକାନ୍ତରୀକ ଅନୁବାଦ: "ଏହି ପୁସ୍ତକରେ ମୁଁ ଯେଉଁ ବିଷୟରେ ଲେଖିଅଛି" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)