Door43-Catalog_or_tn/REV/22/16.md

1.1 KiB

ତୁମ୍ଭମାନଙ୍କୁ ସାକ୍ଷ୍ୟ ଦେବାକୁ

ଏଠାରେ "ତୁମ୍ଭେମାନେ" ବହୁବଚନ ଅଟେ ।

ମୂଳ ଏବଂ ଦାଉଦଙ୍କ ବଂଶ

ମୌଳିକ ଭାବରେ "ମୂଳ" ଏବଂ "ବଂଶ" ଶବ୍ଦ ଏକା ଅର୍ଥ ପ୍ରକାଶ କରେ । ସେମାନେ ଗୁରୁତ୍ଵ ଦିଅନ୍ତି ଯେ ଯୀଶୁ ଦାଉଦଙ୍କ ପରିବାର ଅଟନ୍ତି ବୋଲି । (ଦେଖନ୍ତୁ: ସ୍ପଷ୍ଟ ଏବଂ ଅସ୍ପଷ୍ଟ ଏବଂ ଦୁଇଅଂଶ ଯୁକ୍ତ)।

ଉଜ୍ୱଳ ପ୍ରଭାତୀ ତାରା

ଏହା ଉଜ୍ୱଳ ନକ୍ଷତ୍ର ଯାହା ପ୍ରଭାଟରେ ପ୍ରକାଶିତ ହୁଏ ଏବଂ ପ୍ରତ୍ୟୁଷ ଶୀଘ୍ର ଆସୁଅଛି ବୋଲି ଦର୍ଶାଏ । ଏହା ମଧ୍ୟ ଯୀଶୁ ଯେ ମଶିହ ତାହା ବର୍ଣ୍ଣନା କରେ । (ଦେଖନ୍ତୁ: ଉପମା/ତୁଳନା/ରୁପକ)