Door43-Catalog_or_tn/REV/22/14.md

1004 B

ସେମାନଙ୍କର ବସ୍ତ୍ର ଧୌତ କରନ୍ତି...ଜୀବନ ବୃକ୍ଷର ଫଳ ଖାଆନ୍ତି

ଯେଉଁ ଲୋକମାନେ ଆତ୍ମିକ ଭାବରେ ଶୁଚି ଅଟନ୍ତି ଜୀବନ ବୃକ୍ଷର ଫଳକୁ ଉପଭୋଗ କରିପାରେ ସକ୍ଷମ ଅଟନ୍ତି ଈଶ୍ଵରଙ୍କ ସହ ସଦା ସର୍ବଦା ବାସ କରନ୍ତି । (ଦେଖନ୍ତୁ: ତୁଳନା/ଉପମା/ରୁପକ)

ବାହାରେ

ଏହାର ଅର୍ଥ ସେମାନେ ନଗର ବାହାରେ ଅଛନ୍ତି ଏବଂ ପ୍ରବେଶ କରିବାକୁ ଅନୁମତି ନାହିଁ ।

କୁକୁରମାନେ

ସେହି ସଂସ୍କୃତିରେ କୁକୁର ଏକ ଅଶୁଚି ପଶୁ ଏବଂ ତୁଚ୍ଛ ପଶୁ ଥିଲା । ଏହା ଦୁଷ୍ଟ ଲୋକମାନଙ୍କୁ ପ୍ରତୀକ କରେ ।