Door43-Catalog_or_tn/REV/22/12.md

1.6 KiB

ଆଲ୍ଫା ଏବଂ ଓମେଗା, ପ୍ରଥମ ଏବଂ ଶେଷ, ଆରମ୍ଭ ଏବଂ ଶେଷ

ଏହି ତିନୋଟି ବାକ୍ୟାଂଶ ଏକ ସମାନ ଅର୍ଥକୁ ପ୍ରକାଶ କରନ୍ତି ଏବଂ ଯୀଶୁ ଯେ ସମସ୍ତ ସମୟରୁ ଅଛନ୍ତି ତାହାକୁ ଗୁରୁତ୍ଵ ଦେବା ନିମନ୍ତେ ଏହାକୁ ମିଳିତ କରାଯାଇଅଛି । (ଦେଖନ୍ତୁ: ସମାନ୍ତରତା ଏବଂ ବିଭାଜନ)।

ଆଲ୍ଫା ଏବଂ ଓମେଗା

୧:୮ ରେ ଆରମ୍ଭ ତୁମେ ଅନୁବାଦ କରିଅଛ ଦେଖ ।

ଆଲ୍ଫା ଏବଂ ଓମେଗା

ଏହା ସଂସ୍କୃତି ଭାବରେ ବ୍ୟାଖ୍ୟା ହେବା ଉଚିତ୍ । ଉଦାହରଣ ସ୍ଵରୁପେ, ଗ୍ରୀକ ଅକ୍ଷରର ଜ୍ଞାନ ଯାହାର ନାହିଁ ତାହା ପାଇଁ ଆଲ୍ଫା ଓ ଓମେଗା କିଛି ଅର୍ଥ ଭାବ କରେ ନାହିଁ, ସେହିପରି ସେମାନେ ସେମାନଙ୍କର ଭାଷାରେ/ ସେମାନଙ୍କର ସଂସ୍କୃତି ନିମନ୍ତେ ଉପଯୁକ୍ତ ସମତୁଲ୍ୟ ଖୋଜିବା ଉଚିତ୍ ।

ପ୍ରଥମ ଏବଂ ଶେଷ

୧:୧୭ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ଆରମ୍ଭ ଏବଂ ଶେଷ

୨୧:୬ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।