Door43-Catalog_or_tn/REV/22/08.md

349 B

ଉବୁଡ ହେଲେ

ଏହାର ଅର୍ଥ ଭୁମିରେ ଶୋଇ ବିସ୍ତାର ହେବା । ସମ୍ମାନ ଏବଂ ସେବା କରିବାର ଇଚ୍ଛା ଦେଖାଇବା ନିମନ୍ତେ, ଏହା ଆରାଧନାର ଏକ ମହତ୍ଵପୁର୍ଣ୍ଣ ଭାଗ ଥିଲା ।