Door43-Catalog_or_tn/REV/22/06.md

681 B

ଏହି ଶବ୍ଦଗୁଡିକ ଭରସାଯୋଗ୍ୟ ଏବଂ ସତ୍ୟ

୨୧:୫ ରେ କିପରି ତୁମେ ଏକ ସମାନ ବାକ୍ୟାଂଶକୁ ଅନୁବାଦ କରିଅଛ ଦେଖ ।

ଦେଖ ! ମୁଁ ଶୀଘ୍ର ଆସୁଅଛି

ଏହି ବାକ୍ୟ ପୂର୍ବର ଉଦ୍ଦୃତି ଚିହ୍ନ ଏହା ଦେଖାଏ ଯେ ବକ୍ତା ପଦ ୬ ଓ ୭ ରେ ମଧ୍ୟରେ ପରିବର୍ତ୍ତନ କରେ । ୭ ପଦରେ ଯୀଶୁ ବର୍ତ୍ତମାନ କହୁଅଛନ୍ତି, ଯେପରି UDB ରେ ବ୍ୟକ୍ତ ହୋଇଅଛି ।