Door43-Catalog_or_tn/REV/22/03.md

616 B
Raw Permalink Blame History

ତାହାଙ୍କ ଦାସମାନେ ତାହାଙ୍କ ସେବା କରିବେ

"ତାହାର" ଏବଂ "ତାହାଙ୍କ" ର ସମ୍ଭାବନା ଅର୍ଥଗୁଡିକ ୧) ଏହା ପିତା ଈଶ୍ଵରଙ୍କୁ ଦର୍ଶାଏ, କିମ୍ବା ) ଏହା ମେଷଶାବକ ଈଶ୍ଵରଙ୍କୁ ଦର୍ଶାଏ, କିମ୍ବା ୩) ଏହା ଉଭୟ ପିତା ଈଶ୍ଵର ଏବଂ ମେଷଶାବକ ଯେ ଏକ ହୋଇ ଏକତ୍ର ଶାସନ କରନ୍ତି ସେମାନଙ୍କୁ ଦର୍ଶାଏ ।