Door43-Catalog_or_tn/REV/22/01.md

553 B

ମୋତେ ଦେଖାଇଲେ

ଏଠାରେ "ମୋତେ" ଯୋହନକୁ ଦର୍ଶାଏ ।

ସ୍ଫଟିକ ସଦୃଶ୍ୟ ସ୍ଵଚ୍ଛ

୪:୬ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ମେଷଶାବକ

୫:୬ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ଦ୍ଵାଦଶ ପ୍ରକାର ଫଳ

"୧୨ ପ୍ରକାର ଫଳ" (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡିକ)