Door43-Catalog_or_tn/REV/21/26.md

641 B

କିନ୍ତୁ କେବଳ ଯେଉଁମାନଙ୍କର ନାମଗୁଡିକ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି

ଏକାନ୍ତରୀକ ଅନୁବାଦ: "କିନ୍ତୁ କେବଳ ଯେଉଁନଙ୍କର ନାମ ମେଷଶାବକ ତାହାଙ୍କ ଜୀବନ ପୁସ୍ତକରେ ଲେଖିଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ମେଷଶାବକ

୫:୬ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।