Door43-Catalog_or_tn/REV/21/23.md

606 B

ଏହାର ପ୍ରଦୀପ ମେଷଶାବକ ଅଟନ୍ତି

ଏହାର ଅର୍ଥ ଯୀଶୁଙ୍କ ମହିମା ମଧ୍ୟ ନଗର ପ୍ରତି ଆଲୋକ ଦେବ । (ଦେଖନ୍ତୁ: ତୁଳନା/ରୁପକ/ଉପମା)

ଏହାର ଦ୍ଵାର ରୁଦ୍ଧ ହେବ ନାହିଁ

ଏକାନ୍ତରୀକ ଅନୁବାଦ: "କୌଣସି ଲୋକ ଦ୍ଵାରକୁ ରୁଦ୍ଧ କରିବେ ନାହିଁ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)