Door43-Catalog_or_tn/REV/21/21.md

659 B

ମୁକ୍ତାଗୁଡିକ

୧୭:୪ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ପ୍ରଭୁ ଈଶ୍ଵର...ଏବଂ ମେଷଶାବକ ଏହାର ମନ୍ଦିର

ଈଶ୍ଵରଙ୍କ ଉପସ୍ଥିତିକୁ ମନ୍ଦିର ବର୍ଣ୍ଣନା କରେ । ଏହାର ଅର୍ଥ ନୂତନ ଯିରୂଶାଲମ ମନ୍ଦିରର ଆବଶ୍ୟକ ନୁହେଁ ଯେହେତୁ ଈଶ୍ଵର ଏବଂ ମେଷଶାବକ ସେଠାରେ ବାସ କରନ୍ତି । (ଦେଖନ୍ତୁ: ତୁଳନା/ଉପମା/ରୁପକ)