Door43-Catalog_or_tn/REV/21/18.md

808 B

ଲାଲ୍, ମାଟିଆ ଓ ହଳଦିଆ ରଙ୍ଗର କ୍ଵାର୍କ ପଥର...ଉଜ୍ୱଳ ସବୁଜ ରଙ୍ଗର ମରକତ ମଣି...ବୈଦୁର୍ଯ୍ୟମଣି

୪:୩ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ସ୍ଵଚ୍ଛ ନୀଳ ମଣି...ଗୋଲାକାର ଟାଣ ପଥର...ବିଭିନ୍ନ ରଙ୍ଗର ପଥର...ପୁଷ୍ଠରାଗମଣିର...ଫିରୋଜମଣିର...ଗୋମେଦକମଣିର...ଲଶୁନିୟମଣିର...ଇନ୍ଦ୍ରନୀଳମଣିର...ସୁଗନ୍ଧମଣିର

ଏହି ସମସ୍ତ ବହୁମୁଲ୍ୟ ପ୍ରସ୍ତରଗୁଡିକ । (ଦେଖନ୍ତୁ: ଅଜଣତାର ଅନୁବାଦ)