Door43-Catalog_or_tn/REV/21/11.md

892 B

ଯିରୂଶାଲମ

"ସ୍ଵର୍ଗୀୟ ଯିରୂଶାଲମ" କିମ୍ବା "ନୂତନ ଯିରୂଶାଲମ"

ସ୍ଫଟିକ

୪:୬ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ଲାଲ୍, ହଳଦିଆ ବା ମାଟିଆ ରଙ୍ଗର ବହୁମୁଲ୍ୟ କ୍ଵାର୍କ ପଥର

୪:୩ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ଦ୍ଵାଦଶ ଦ୍ଵାରଗୁଡିକ

"୧୨ ଦ୍ଵାରଗୁଡିକ" (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡିକ)

ଲିଖିତ ଥିଲା

ଏକାନ୍ତରୀକ ଅନୁବାଦ: "ଈଶ୍ଵର ଲେଖିଥିଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)