Door43-Catalog_or_tn/REV/21/09.md

706 B

କନ୍ୟା, ମେଷଶାବକଙ୍କ ସ୍ତ୍ରୀ

ତାହାଙ୍କ ଲୋକମାନଙ୍କ ଏବଂ ତାହାଙ୍କ ପବିତ୍ର ନଗର ସହ ଯୀଶୁଙ୍କ ଉପସ୍ଥିତିକୁ ଏଠାରେ ବିବାହର ରୂପକଳ୍ପ ବର୍ଣ୍ଣନା କରେ । (ଦେଖନ୍ତୁ: ଉପମା/ତୁଳନା/ରୁପକ)

ମେଷଶାବକ

୫:୬ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ତା'ପରେ ସେ ମୋତେ ଆତ୍ମାରେ ନେଇଗଲେ

୧୭:୩ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।