Door43-Catalog_or_tn/REV/21/05.md

971 B

ଆଲ୍ଫା ଏବଂଓମେଗା, ଆରମ୍ଭ ଏବଂ ଶେଷ

ଏହି ଦୁଇ ବାକ୍ୟାଂଶଗୁଡିକ ଏକ ସମାନ ଅର୍ଥ ପ୍ରକାଶ କରନ୍ତି ଏବଂ ଈଶ୍ଵର ଯେ ଚିରିଜୀବୀ ଅଟନ୍ତି ତାହା ଗୁରୁତ୍ଵ ଦେବାକୁ ଏହା ଏକତ୍ର କରାଯାଇଅଛି । (ଦେଖନ୍ତୁ: ଦୁଇଅଂଶ ଯୁକ୍ତ ଏବଂ ବିଭାଜନ)।

ଆଲ୍ଫା ଏବଂ ଓମେଗା

୧:୮ ରେ ଦେଖ କିପରି ତୁମେ ଅନୁବାଦ କରିଅଛ ।

ଯେଉଁ ଜଣ ତୃଷିତ...ଜୀବନ ଜଳ

ଏହାର ଅର୍ଥ ଈଶ୍ଵର କୌଣସି ବ୍ୟକ୍ତିଙ୍କୁ ଅନନ୍ତ ଜୀବନ ଦେବେ ଯେ ବାସ୍ତବରେ ଏହା ଚାହାନ୍ତି । (ଦେଖନ୍ତୁ: ତୁଳନା/ଉପମା/ରୁପକ)