Door43-Catalog_or_tn/REV/21/01.md

426 B

ମୁଁ ଦେଖିଲି

ଏଠାରେ "ମୁଁ" ଯୋହନକୁ ଦର୍ଶାଏ ।

କନ୍ୟା ତାହାଙ୍କ ସ୍ଵାମୀ ନିମନ୍ତେ ସଜ୍ଜିତ ହେବା ସଦୃଶ୍ୟ

ଏହା ଗୁରୁତ୍ଵ ଦିଏ ଯେ ନୂତନ ଯିରୂଶାଲମ ଅତି ସୁନ୍ଦର ଥିଲା । (ଦେଖନ୍ତୁ: ତୁଳନା/ଉପମା)