Door43-Catalog_or_tn/REV/20/11.md

1.4 KiB

ତାହାଙ୍କ ଉପସ୍ଥିତିରୁ ପୃଥିବୀ ଏବଂ ସ୍ଵର୍ଗ ପଳାଇଗଲେ, କିନ୍ତୁ ସେମାନଙ୍କ ନିମନ୍ତେ ଯିବାକୁ କୌଣସି ସ୍ଥାନ ନ ଥିଲା

ଈଶ୍ଵରଙ୍କ ବିଚାରରୁ ରକ୍ଷା ପାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ସ୍ଵରୂପେ ଯୋହନ ସ୍ଵର୍ଗ ଏବଂ ପୃଥିବୀକୁ ବର୍ଣ୍ଣନା କରନ୍ତି । ଏହାର ଅର୍ଥ ଈଶ୍ଵରଙ୍କ ଉପସ୍ଥିତି ସମ୍ପୁର୍ଣ୍ଣ ଭାବରେ ପୁରାତନ ସ୍ଵର୍ଗ ଏବଂ ପୃଥିବୀକୁ ବିନାଶ କଲା । (ଦେଖନ୍ତୁ: ବ୍ୟକ୍ତିତ୍ବଆରୋପ)

ଶକ୍ତିଶାଳୀ ଏବଂ ଅଗୁରୁତ୍ଵପୁର୍ଣ୍ଣ

ସମସ୍ତ ମୃତ ଲୋକମାନଙ୍କୁ ଦର୍ଶାଇବାକୁ ଯୋହନ ଏହି ଶବ୍ଦଗୁଡିକୁ ମିଳିତ କରନ୍ତି । (ଦେଖନ୍ତୁ: ବିଭାଜନ)

ପୁସ୍ତକଗୁଡିକ ଖୋଲା ହେଲା

ଏକାନ୍ତରୀକ ଅନୁବାଦ: "ଏବଂ ପୁସ୍ତକଗୁଡିକ ଖୋଲା ହେଲା" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)