Door43-Catalog_or_tn/REV/20/07.md

846 B

ପୃଥିବୀର ଚାରିକୋଣରେ

୦୭:୧ ୩ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ଗୋଗ୍ ଓ ମାଗୋଗ୍

ଦୁରବର୍ତ୍ତି ଦେଶଗୁଡିକୁ ବର୍ଣ୍ଣନା କରିବାକୁ ଯିହିଜିକିଲ ଏହି ନାମଗୁଡିକୁ ବ୍ୟବହାର କଲେ ।(ଦେଖନ୍ତୁ: ସ୍ପଷ୍ଟ ଏବଂ ଅସ୍ପଷ୍ଟ ଏବଂ ଅନୁବାଦ ନାମଗୁଡିକ)

ସେମାନେ ସମୁଦ୍ରର ବାଲୁକା ସଦୃଶ୍ୟ ଅସଂଖ୍ୟ ହେବେ

ଶୟତାନର ସୈନିକର ଅତି ବୃହତ ସଂଖ୍ୟାର ସୈନିକମାନଙ୍କୁ ଏହା ଗୁରୁତ୍ଵ ଦିଏ ।(ତୁଳନା/ଉପମା)