Door43-Catalog_or_tn/REV/20/05.md

994 B
Raw Permalink Blame History

ଅବଶିଷ୍ଟାଂଶ ମୃତମାନେ

"ଅନ୍ୟ ସମସ୍ତ ମୃତ ଲୋକମାନେ"

ସହସ୍ର ବର୍ଷ ସମାପ୍ତ ହୋଇଥିଲା

୧, ବର୍ଷର ସମାପ୍ତ" (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡିକ)

ଦ୍ୱିତୀୟ ମୃତ୍ୟୁ ଏପରି ଲୋକମାନଙ୍କ ଉପରେ ଶକ୍ତି ନାହିଁ

ଏଠାରେ ଯୋହନ "ମୃତ୍ୟୁ"କୁ ଯେମିତି ଏକ ଶକ୍ତିଶାଳୀ ରୁପେ ବର୍ଣ୍ଣନା କରେ । ଏକାନ୍ତରୀକ ଅନୁବାଦ: "ଏହି ଲୋକମାନେ ଦ୍ୱିତୀୟ ମୃତ୍ୟୁକୁ ଅନୁଭବ କରିବେ ନାହିଁ" (ଦେଖନ୍ତୁ: ବ୍ୟକ୍ତିତ୍ବଆରୋପ)

ଦ୍ୱିତୀୟ ମୃତ୍ୟୁ

:୧୧ ରେ କିପରି ଅନୁବାଦ କରିଅଛ ଦେଖ ।