Door43-Catalog_or_tn/REV/20/01.md

918 B
Raw Permalink Blame History

ତା'ପରେ ମୁଁ ଦେଖିଲି

ଏଠାରେ "ମୁଁ" ଯୋହନଙ୍କୁ ଦର୍ଶାଏ ।

ଗଭୀର ଏବଂ ସୀମାହୀନ ଗାତ

୯:୧ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ପ୍ରକାଣ୍ଡସର୍ପ

୧୨:୩ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ଏକ ସହସ୍ର ବର୍ଷ

"୧, ବର୍ଷ" (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡିକ)

ସେ ମୁକ୍ତ ହେବା ଆବଶ୍ୟକ

ଏକାନ୍ତରୀକ ଅନୁବାଦ: "ଈଶ୍ଵର ତାହାଙ୍କୁ ମୁକ୍ତ କରିବାକୁ ଦୂତଙ୍କୁ ଆଜ୍ଞା ଦେବେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)