Door43-Catalog_or_tn/REV/19/5.md

668 B

ଆମ୍ଭମାନଙ୍କ ଈଶ୍ଵରଙ୍କ ପ୍ରଶଂସା କର

ଏଠାରେ "ଆମ୍ଭମାନଙ୍କର" ବକ୍ତା ଏବଂ ଈଶ୍ଵରଙ୍କ ସମସ୍ତ ଦାସମାନଙ୍କୁ ଦର୍ଶାଏ । (ଦେଖନ୍ତୁ: ସମିଷ୍ଟ)

ଉଭୟ ଅଗୁରୁତ୍ବପୁର୍ଣ୍ଣ ଏବଂ ଶକ୍ତିଶାଳି

ଈଶ୍ଵରଙ୍କ ସମସ୍ତ ଲୋକମାନଙ୍କ ଦର୍ଶାଇବାକୁ ବକ୍ତା ଏହି ଶବ୍ଦଗୁଡିକୁ ଏକତ୍ର ବ୍ୟବହାର କରନ୍ତି । (ଦେଖନ୍ତୁ: ବିଭାଜନ)