Door43-Catalog_or_tn/REV/19/14.md

1.1 KiB

ତାହାଙ୍କ ମୁଖରୁ ଏକ ତୀକ୍ଷ୍ମ ଖଡ୍‍ଗ ବାହାରେ

୧:୧୬ ରେ କିପରି ଏକ ସମାନ ବାକ୍ୟାଂଶକୁ ଅନୁବାଦ କରିଅଛ ଦେଖ ।

ଜାତିସମୁହକୁ ଆଘାତ କରନ୍ତି

"ଜାତିସମୁହକୁ ବିନାଶ କରନ୍ତି" କିମ୍ବା "ଜାତିସମୂହକୁ ତାହାଙ୍କ ନିୟନ୍ତ୍ରଣରେ ଆଣନ୍ତି"

ଏକ ଲୌହଦଣ୍ଡ ସହ ସେମାନଙ୍କୁ ଶାସନ କରନ୍ତି

୧୨:୫ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ତାହାଙ୍କ ବସ୍ତ୍ର ଏବଂ ତାହାଙ୍କ ଜଂଘରେ ସେ ଏକ ନାମ ଲେଖିଅଛନ୍ତି

ଏକାନ୍ତରୀକ ଅନୁବାଦ: "ତାହାଙ୍କ ବସ୍ତ୍ର ଏବଂ ତାହାଙ୍କ ଜଂଘ ଉପରେ ଏକ ନାମ ଅଛି" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)