Door43-Catalog_or_tn/REV/19/11.md

785 B

ତା'ପରେ ମୁଁ ସ୍ଵର୍ଗ ଖୋଲାହେବା ଦେଖିଲି

ଏହି ରୂପକଳ୍ପ ନୂତନ ଦର୍ଶନର ଆରମ୍ଭକୁ ସୂଚିତ କରିବାକୁ ଦର୍ଶାଏ । ୧୫:୫ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ସେ ରକ୍ତନିମଜ୍ଜିତ ବସ୍ତ୍ର ପରିଧାନ କରନ୍ତି

ଏକାନ୍ତରୀକ ଅନୁବାଦ: "ରକ୍ତନିମଜ୍ଜିତ ବସ୍ତ୍ର ସେ ପରିଧାନ କରନ୍ତି" ର "ରକ୍ତରେ ପୁର୍ଣ୍ଣ ହୋଇ ବିନ୍ଦୁ ବିନ୍ଦୁ ହୋଇ ପଡୁଥିବା ବସ୍ତ୍ର ସେ ପରିଧାନ କରନ୍ତି"