Door43-Catalog_or_tn/REV/19/09.md

646 B

ମେଷଶାବକଙ୍କ ବିବାହ ଭୋଜ

ସଦା ସର୍ବଦା ନିମନ୍ତେ ଯୀଶୁ ଏବଂ ତାହାଙ୍କ ଲୋକମାନଙ୍କ ମିଳନକୁ ବିବାହ ଦର୍ଶାଏ । (ଦେଖନ୍ତୁ: ତୁଳନା/ଉପମା/ରୁପକ)

ମୁଁ ନିଜେ ଉବୁଡ ହେଲି

ଜଣେ ଉବୁଡ ହେବାର ଅର୍ଥ ଭୁମିରେ ପଡିବା, ମୁଖ ନତ କରି, ସମ୍ମାନ ଏବଂ ସେବା କରିବାକୁ ଇଚ୍ଛା ଦେଖାଇବାକୁ । ଦେଖନ୍ତୁ ୧୯:୩ ର ବିବରଣ