Door43-Catalog_or_tn/REV/19/03.md

804 B

ହାଲ୍ଲିଲୂୟା

୧୯:୧ ରେ କିପରି ତୁମେ ଅନୁବାଦ କରିଅଛ ଦେଖ

ତାହାଙ୍କଠାରୁ ସଦା ସର୍ବଦା

"ପ୍ରତିମା ପୂଜକମାନଙ୍କଠାରୁ ସଦା ସର୍ବଦା ।" ଏକାନ୍ତରୀକ ଅନୁବାଦ: "ସେମାନଙ୍କଠାରୁ ଯେଉଁମାନେ ଆପଣା ଆପଣାକୁ ବେଶ୍ୟା କରିଅଛନ୍ତି ଏବଂ ସଦା ସର୍ବଦା ଦୁଃଖଭୋଗ କରିବେ" (ଦେଖନ୍ତୁ: ତୁଳନା/ରୁପକ/ଉପମା)

ଚବିଶ ପ୍ରାଚୀନବର୍ଗ

୨୪ ପ୍ରାଚୀନବର୍ଗ (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡିକ)