Door43-Catalog_or_tn/REV/19/01.md

1.0 KiB

ମୁଁ ଶୁଣିଲି

ଏଠାରେ "ମୁଁ" ଯୋହନଙ୍କୁ ଦର୍ଶାଏ ।

ହାଲ୍ଲିଲୂୟା

ଏହି ଶବ୍ଦର ଅର୍ଥ "ଈଶ୍ଵରଙ୍କ ପ୍ରଶଂସା" କିମ୍ବା "ଆସ ଆମ୍ଭେମାନେ ଈଶ୍ଵରଙ୍କ ପ୍ରଶଂସା କରୁ ।"

ମହା ବେଶ୍ୟା

ଏହା ଦୁଷ୍ଟଲୋକମାନଙ୍କୁ ଯେଉଁମାନେ ପୃଥିବୀର ଲୋକମାନଙ୍କ ଉପରେ ଶାସନ କରନ୍ତି, ଏବଂ ସେମାନଙ୍କୁ ଭ୍ରାନ୍ତ ଈଶ୍ଵରମାନଙ୍କୁ ଉପସାନ କରିବାକୁ ନିଅନ୍ତି ସେମାନଙ୍କୁ ଦର୍ଶାଏ । (ଦେଖନ୍ତୁ: ତୁଳନା/ଉପମା/ରୁପକ)

ଯେ ପୃଥିବୀକୁ ଭ୍ରଷ୍ଟ କଲେ

ଏକାନ୍ତରୀକ ଅନୁବାଦ: "ଯେ ପୃଥିବୀର ଲୋକମାନଙ୍କୁ ଭ୍ରଷ୍ଟ କଲେ" (ଦେଖନ୍ତୁ: