Door43-Catalog_or_tn/REV/18/18.md

452 B

ତାହାଙ୍କ ପ୍ରଜ୍ୱଳିତ

"ତାହାଙ୍କ" ଶବ୍ଦ ବାବିଲର ନଗରକୁ ଦର୍ଶାଏ ।

ମହାନ ନଗର ସଦୃଶ୍ୟ କେଉଁ ନଗର ଅଟେ ?

ଏକାନ୍ତରୀକ ଅନୁବାଦ: କୌଣସି ନଗର ମହାନ ନଗର, ବାବିଲ ସଦୃଶ୍ୟ ନାହିଁ" । (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)