Door43-Catalog_or_tn/REV/18/14.md

721 B

ଫଳ ଯାହା ତୁମ୍ଭେମାନେ

ଏଠାରେ "ତୁମ୍ଭେମାନେ" ବାବିଲର ଲୋକମାନଙ୍କୁ ଦର୍ଶାଏ । (ଦେଖନ୍ତୁ: ତୁମ୍ଭର ଗଠନ)

ତୁମ୍ଭର ସମସ୍ତ ବଳ ସହ ଇଚ୍ଛା କଲ

"ଅତ୍ୟଧିକ ଚାହିଁଲ"

ପୁନର୍ବାର କେବେ ହେଁ ପାଇବ ନାହିଁ

ଏକାନ୍ତରୀକ ଅନୁବାଦ: "ପୁନର୍ବାର ସେଗୁଡିକ ତୁମ୍ଭମାନଙ୍କ ପାଖରେ ରହିବ ନାହିଁ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)