Door43-Catalog_or_tn/REV/18/11.md

528 B

ତାହାଙ୍କ ନିମନ୍ତେ ବିଳାପ କରନ୍ତି

"ବାବିଲର ଲୋକମାନଙ୍କ ନିମନ୍ତେ ବିଳାପ କର"

ଚୂନା ପଥର

ଏକ ବହୁମୁଲ୍ୟ ପଥର ଯାହା ଗୃହ ନିର୍ମାଣ ନିମନ୍ତେ ବ୍ୟବାହାର କରାଯାଏ

ମସଲା

ଏକ ଉପାଦାନ ଯାହା ଖାଦ୍ୟକୁ ସୁସ୍ଵାଦ କରିବାକୁ ବ୍ୟବାହାର କରାଯାଏ