Door43-Catalog_or_tn/REV/18/09.md

580 B

ଯେଉଁମାନେ ନିୟନ୍ତ୍ରଣର ବାହାରେ ତାହାଙ୍କ ସହିତ ବ୍ୟଭିଚାର କଲେ

ଏହାର ଅର୍ଥ ହେଉଛି ବାବିଲର ଲୋକମାନଙ୍କ ସଦୃଶ୍ୟ ରାଜା ଏବଂ ସେମାନଙ୍କର ଲୋକମାନେ ଈଶ୍ଵରଙ୍କ ବିରୁଦ୍ଧରେ ବିଦ୍ରୋହ ଏବଂ ପାପ କଲେ ।

ହାୟ, ହାୟ

ଗମ୍ଭୀରତା ନିମନ୍ତେ ଏହା ପୁନରାବୃତ୍ତି ହୋଇଅଛି ।