Door43-Catalog_or_tn/REV/18/07.md

624 B

ସ୍ଵର୍ଗରୁ ବାଣୀ କହିବା ଜାରିରଖିଲେ ।

ସେ ନିଜକୁ ଗୌରବାନ୍ଵୀତ କଲେ

"ବାବିଲର ଲୋକମାନେ ଆପଣା ଆପଣାକୁ ଗୌରବାନ୍ଵୀତ କଲେ"

ଅଗ୍ନି ଦ୍ଵାରା ସେ ଗ୍ରାସିତ ହେବ

ଏକାନ୍ତରୀକ ଅନୁବାଦ: "ଅଗ୍ନି ସମ୍ପୁର୍ଣ୍ଣ ଭାବରେ ତାହାଙ୍କୁ ଦଗ୍ଧ କରିବ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)