Door43-Catalog_or_tn/REV/18/01.md

1.4 KiB

ଘୃଣାଯୋଗ୍ୟ ପକ୍ଷୀ

"ବିରକ୍ତିକର ପକ୍ଷୀ" କିମ୍ବା "ଘୃଣାଜନକ ପକ୍ଷୀ"

ସମସ୍ତ ଜାତି ନିମନ୍ତେ

ଏହି ବାକ୍ୟାଂଶ ପ୍ରତ୍ୟେକ ଜାତିର ଲୋକମାନଙ୍କୁ ଦର୍ଶାଏ (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ମଦିରା ପାନ କରିଅଛନ୍ତି...ତାହାଙ୍କ ସହିତ ବ୍ୟଭିଚାର କରିଅଛନ୍ତି

ଏହାର ଅର୍ଥ ହେଉଛି ଜାତିର ଲୋକମାନେ ବାବିଲ ନଗର ସହ ସଂଯୁକ୍ତ ହୋଇଅଛନ୍ତି ଏବଂ ତାହାଙ୍କ ପାପର ସହଭାଗୀ ହୋଇଅଛନ୍ତି । (ଦେଖନ୍ତୁ: ତୁଳନା/ଉପମା/ରୁପକ)

ତାହା ତାହାଙ୍କ କ୍ରୋଧକୁ ଆଣେ

" ସେହି କାରଣରୁ ଈଶ୍ଵର ତାହାଙ୍କୁ ଦଣ୍ଡ ଦିଅନ୍ତି "

ବ୍ୟବସାୟୀ

ଜଣେ ବ୍ୟକ୍ତି ଯେ ବସ୍ତୁଗୁଡିକୁ ବିକ୍ରୀ କରେ

ଶକ୍ତି ଦ୍ଵାରା

ଏକାନ୍ତରୀକ ଅନୁବାଦ: "ଯେହେତୁ ସେ ତାହାଙ୍କ ବିଲାସପ୍ରିୟରେ ସେ ଅଧିକ ଟଙ୍କା ଖର୍ଚ୍ଚ କଲେ"