Door43-Catalog_or_tn/REV/17/09.md

472 B

ଦୂତ ଯୋହନଙ୍କୁ କହିବା ଜାରି ରଖିଲେ ।

ସପ୍ତ ପର୍ବତ ଯାହା ଉପରେ ସ୍ତ୍ରୀଲୋକ ଉପବିଷ୍ଟ

ଏଠାରେ, "ଉପବିଷ୍ଟ" ର ଅର୍ଥ ସେହି ସ୍ଥାନଗୁଡିକରେ ଏବଂ ଲୋକମାନଙ୍କ ଉପରେ ତାହାଙ୍କ ଶକ୍ତି ଅଛି । (ଦେଖନ୍ତୁ: ତୁଳନା/ଉପମା/ରୁପକ)