Door43-Catalog_or_tn/REV/17/06.md

780 B

ରକ୍ତ ସହ ପାନ କଲେ

ଏହାର ଅର୍ଥ ସେ ଯୀଶୁଙ୍କ ଅନେକ ବିଶ୍ଵାସୀମାନଙ୍କୁ ଆଘାତ ଏବଂ ବଧ କଲେ । (ଦେଖନ୍ତୁ: ତୁଳନା/ରୁପକ/ଉପମା/)

ସହିଦମାନେ

ଯେଉଁମାନେ ଯୀଶୁଙ୍କଠାରେ ବିଶ୍ଵାସ କରିଥିବା ହେତୁ ଯେଉଁମାନେ ମୃତ୍ୟୁବରଣ କରିଅଛନ୍ତି ।

କାହିଁକି ତୁମ୍ଭେମାନେ ଆଶ୍ଚର୍ଯ୍ୟ ହୋଇଅଛ ?

"ତୁମ୍ଭେମାନେ ଆଶ୍ଚର୍ଯ୍ୟ ହେବା ଉଚିତ୍ ନୁହଁ ।" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)