Door43-Catalog_or_tn/REV/16/2.md

846 B

ତାହାଙ୍କ ପାତ୍ର ଢାଳିଦେଲେ

ଏକାନ୍ତରୀକ ଅନୁବାଦ: "ତାହାଙ୍କ ପାତ୍ରରେ ମଦ ଢାଳିଲେ" କିମ୍ବା "ଈଶ୍ଵରଙ୍କ କ୍ରୋଧ ଯାହା ତାହାଙ୍କ ପାତ୍ରରେ ଥିଲା ତାହା ଢାଳିଲେ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

କଷ୍ଟଦାୟକ ବିସ୍ଫୋଟକ

"କଷ୍ଟଦାୟକ କ୍ଷତଗୁଡିକ ।" ଏଗୁଡିକ ରୋଗ କିମ୍ବା ଆଘାତ ଯାହା ସୁସ୍ଥ ହୋଇ ନାହିଁ ତାହାର ସଂକ୍ରାମଣ ହୋଇପାରେ ।

ପଶୁର ଚିହ୍ନ

୧୩:୧୭ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।