Door43-Catalog_or_tn/REV/16/17.md

2.1 KiB
Raw Permalink Blame History

ଈଶ୍ଵର ସମ୍ପୁର୍ଣ୍ଣ ଭାବରେ ବାବିଲୋନକୁ ବିନାଶ କରନ୍ତି ।

ତାହାଙ୍କ ପାତ୍ର ଢାଳିଲେ

୧୬: ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ତା'ପରେ ମହା ପବିତ୍ର ସ୍ଥାନରୁ ଏବଂ ସିଂହାସନଠାରୁ ଏକ ଉଚ୍ଚ ସ୍ଵର ହେଲା

ଏହାର ଅର୍ଥ ହେଉଛି କେହିଜଣେ ସିଂହାସନ ଉପରେ ବସିଅଛନ୍ତି କିମ୍ବା କେହିଜଣେ ସିଂହାସନ ନିକଟରେ ଠିଆ ହୋଇଅଛନ୍ତି ପୁଣି ଉଚ୍ଚ ସ୍ଵରରେ କହିଲେ । କିଏ କହୁଅଛନ୍ତି ଏହା ଅସ୍ପଷ୍ଟ ଅଟେ ।

ମହାନ ନଗର ଭାଗ କରାଗଲା

ଏକାନ୍ତରୀକ ଅନୁବାଦ: "ଭୁମିକମ୍ପ ମହାନ ନଗରକୁ ଭାଗ ଭାଗ କଲା" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ତା'ପରେ ଈଶ୍ଵର ମନେ କଲେ

"ତା'ପରେ ଈଶ୍ଵର ସ୍ମରଣ କଲେ" କିମ୍ବା "ତା'ପରେ ଈଶ୍ଵର ଭାବିଲେ"

ତାହାଙ୍କ ଭୟଙ୍କର କ୍ରୋଧରେ ପରିପୂର୍ଣ୍ଣ ପାତ୍ର ସେହି ନଗରକୁ ସେ ଦେଲେ

ଈଶ୍ଵର ଭୟଙ୍କର ଭାବରେ ଲୋକମାନଙ୍କୁ ଦଣ୍ଡ ଦେଲେ ଏବଂ ସେମାନଙ୍କୁ ମନ୍ଦଭାବରେ ଦୁଃଖ ଦେଲେ । (ଦେଖନ୍ତୁ: ତୁଳନା/ଉପମା/ରୁପକ)

ସେ ସେହି ନଗରକୁ ପାତ୍ର ଦେଲେ

"ସେହି ପାତ୍ରରୁ ପାନ କରିବାକୁ ସେ ସେହି ନଗରକୁ ବାଧ୍ୟ କଲେ"

ଠାରୁ ତିଆରି ହୋଇଥିବା ମଦିରା

ଏକାନ୍ତରୀକ ଅନୁବାଦ: "ମଦିରା ଯାହା ବର୍ଣ୍ଣନା କରେ"