Door43-Catalog_or_tn/REV/16/15.md

1.0 KiB

ମୁଁ ଚୋର ପରି ଆସୁଅଛି

୩:୩ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ତାହାଙ୍କ ଲଜ୍ଜାଜନକ ଅବସ୍ଥାକୁ ସେମାନେ ଦେଖନ୍ତି

ଏଠାରେ "ସେମାନେ" ଶବ୍ଦ ଅନ୍ୟ ଲୋକମାନଙ୍କୁ ଦର୍ଶାଏ ।

ସେମାନେ ସେମାନଙ୍କୁ ଏକତ୍ର ଆଣିଲେ

"ଅପବିତ୍ର ଆତ୍ମାମାନେ ରାଜା ଏବଂ ସେମାନଙ୍କର ସୈନିକମାନଙ୍କୁ ଆଣିଲେ"

ସେହି ସ୍ଥାନ ଯାହା କୁହାଯାଏ

"ସେହି ସ୍ଥାନକୁ ଯାହା ଲୋକମାନେ କହନ୍ତି" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ହର୍ମିଗିଦ୍ଦୋନ

ଏହା ଏକ ସ୍ଥାନର ନାମ ଅଟେ । (ଦେଖନ୍ତୁ: ଅନୁବାଦ ନାମଗୁଡିକ)