Door43-Catalog_or_tn/REV/16/12.md

806 B

ଫରାତ, ଏବଂ ତହିଁର ଜଳ ଶୁଷ୍କ ହେଲା

ଏକାନ୍ତରୀକ ଅନୁବାଦ: "ଫରାତ ଏବଂ ଜଳ ଶୁଷ୍କ ହେବାର କାରଣ ହେଲା" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ବେଙ୍ଗମାନଙ୍କ ପରି ଦେଖାଗଲା

ବେଙ୍ଗ ଏକ ଛୋଟ ପଶୁ ଅଟେ, ଯାହା ଜଳ ନିକଟରେ ବାସ କରେ । ଯିହୁଦୀ ଲୋକମାନେ ସେଗୁଡିକୁ ଅଶୁଚି ପଶୁ ବୋଲି ବିବେଚନା କରନ୍ତି ।

ପ୍ରକାଣ୍ଡସର୍ପ

୧୨:୩ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।