Door43-Catalog_or_tn/REV/16/10.md

648 B
Raw Permalink Blame History

ତାହାଙ୍କ ପାତ୍ର ଢାଳିଲେ

୧୬: ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ପଶୁର ସିଂହାସନ

ପଶୁର ଶକ୍ତିର କେନ୍ଦ୍ର, ସମ୍ବାବତଃ ରାଜ୍ୟର ରାଜଧାନୀ (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ସେମାନେ ଦନ୍ତ କାମୁଡିଲେ

ପଶୁର ରାଜ୍ୟର ଲୋକମାନେ ଦନ୍ତ କାମୁଡିଲେ ।

ସେମାନେ ନିନ୍ଦା କଲେ

"ସେମାନେ ଅଭିଶାପ ଦେଲେ"