Door43-Catalog_or_tn/REV/16/04.md

2.1 KiB
Raw Permalink Blame History

ତାହାଙ୍କ ପାତ୍ର ଢାଳିଲେ

୧୬: ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ନଦୀ ଓ ନିର୍ଝରଣୀଗୁଡିକ

ସମସ୍ତ ବିଶୁଦ୍ଧ ଜଳକୁ ଏହା ଦର୍ଶାଏ । (ଦେଖନ୍ତୁ: ସିନେକଡୋଖେ)

ଜଳାଧିପତି ଦୂତ

ଏହା ତୃତୀୟ ଦୂତଙ୍କୁ ଦର୍ଶାଏ । ଈଶ୍ଵରଙ୍କ କ୍ରୋଧକୁ ନଦୀ ଓ ନିର୍ଝରଣୀଗୁଡିକ ଉପରେ ସେ ଢାଳିବାର ଦାୟିତ୍ଵରେ ଥିଲେ ।

ତୁମ୍ଭେ ଧାର୍ମିକ ଅଟ

"ତୁମ୍ଭେ" ଈଶ୍ଵରଙ୍କୁ ଦର୍ଶାଏ । (ଦେଖନ୍ତୁ: ତୁମ୍ଭର ଗଠନ)

ଯେ ବର୍ତ୍ତମାନ ଓ ଭୁତ

୧:୪ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ସେମାନେ ତୁମ୍ଭର ସାଧୁ ଓ ଭାବବାଦୀମାନଙ୍କ ରକ୍ତକୁ ଢାଳିଲେ

ଏକାନ୍ତରୀକ ଅନୁବାଦ: "ମନ୍ଦ ଲୋକମାନେ ସାଧୁ ଓ ଭାବବାଦୀମାନଙ୍କୁ ହତ୍ୟା କଲେ ।" (ଦେଖନ୍ତୁ: ତୁଳନା/ଉପମା/ରୁପକ)

ତୁମ୍ଭେ ସେମାନଙ୍କୁ ରକ୍ତ ପାନ କରିବାକୁ ଦେଇଅଛ

ଈଶ୍ଵର ମନ୍ଦ ଲୋକମାନଙ୍କୁ ସେହି ଜଳ ଯାହା ସେ ରକ୍ତରେ ପରିଣତ କଲେ ତାହା ସେମାନଙ୍କୁ ପାନ କରାଇବେ ।

ମୁଁ ବେଦୀ ଉତ୍ତର ଦେବା ଶୁଣିଲି

ସମ୍ଭାବନା ଅର୍ଥଗୁଡିକ ୧) "ବେଦୀ ନିକଟରେ ଦୂତ କହିବାର ମୁଁ ଶୁଣିଲି" କିମ୍ବା ) "ବେଦୀ ତଳେ ସାଧୁମାନଙ୍କର ପ୍ରାଣ ଏହା କହିବାର ମୁଁ ଶୁଣିଲି" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)