Door43-Catalog_or_tn/REV/15/1.md

930 B
Raw Permalink Blame History

ତା'ପରେ ମୁଁ ଦେଖିଲି...ସମ୍ପୁର୍ଣ୍ଣ ହୋଇଅଛି

ଯାହା ୧୫: ୧୬:୨୧ ରେ ଘଟିବ ୧୫:୧ ତାହାର ସଂକ୍ଷିପ୍ତ ବିବରଣୀ ଅଟେ ।

ମହାନ ଏବଂ ଆଶ୍ଚର୍ଯ୍ୟଜନକ

ଏକାନ୍ତରୀକ ଅନୁବାଦ: "ଯାହା ମହାନ ଭାବରେ ମୋତେ ବିସ୍ମିତ କଲା" (ଦେଖନ୍ତୁ: ଦୁଇଅଂଶ ଯୁକ୍ତ)

ସେଗୁଡିକ ସହ ଈଶ୍ଵରଙ୍କ କ୍ରୋଧ ସମ୍ପୁର୍ଣ୍ଣ ହେଲା

ଏକାନ୍ତରୀକ ଅନୁବାଦ: "ଏହି ମହାମାରୀ ଦ୍ଵାରା ଈଶ୍ଵରଙ୍କ କ୍ରୋଧ ସମ୍ପୁର୍ଣ୍ଣ ହେଲା ।" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)