Door43-Catalog_or_tn/REV/14/8.md

1.1 KiB

ପତିତ, ପତିତ

ଗୁରୁତ୍ଵ ନିମନ୍ତେ ଏହି ଶବ୍ଦ ପୁନରାବୃତ୍ତି ହୋଇଅଛି ।

ପତିତ......ତାହାଙ୍କ ଉପରେ ଅଧିକ କ୍ରୋଧ ଆଣିଲେ

"ବାବିଲୋନ ଦ୍ଵାରା ପ୍ରତୀକ ହୋଇଥିବା ଅତି ମନ୍ଦ ନଗରଗୁଡିକ(କିମ୍ବା, ନଗର) ସମ୍ପୁର୍ଣ୍ଣ ଭାବରେ ଧ୍ଵଂସ ହେଲା ! ଯେପରି ବ୍ୟଭିଚାରୀଣୀ ଲୋକମାନଙ୍କୁ ମଦ୍ୟପାନ କରିବାକୁ ପ୍ରବର୍ତ୍ତାନ୍ତି ଏବଂ ଯାହା ଫଳରେ ସେମାନେ ବ୍ୟଭିଚାର କରନ୍ତି, ସେହିପରି ଯେହେତୁ ସେମାନେ ସମସ୍ତ ଗୋଷ୍ଠୀର ଲୋକମାନଙ୍କୁ ଈଶ୍ଵରଙ୍କୁ ପରିତ୍ୟାଗ କରିବାକୁ ପ୍ରବର୍ତ୍ତାଇଲେ ଈଶ୍ଵର ସେମାନଙ୍କର ଲୋକମାନଙ୍କୁ ଦଣ୍ଡ ଦେଇଅଛନ୍ତି ।" (ଦେଖନ୍ତୁ: ତୁଳନା)