Door43-Catalog_or_tn/REV/14/14.md

848 B

ମନୁଷ୍ୟ ପୁତ୍ରଙ୍କ ସଦୃଶ୍ୟ ଜଣେ

୧:୩ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ଦାଆ

ସୁତୀକ୍ଷ୍ମ ଏକ ଉପାଦାନ ଯାହା ତୃଣ, ଗହମ, ଏବଂ ଦ୍ରାକ୍ଷାଲତା କାଟିବାରେ ବ୍ୟବହାର କରାଯାଏ

ମନ୍ଦିରରୁ ବାହାରି ଆସିଲା

"ସ୍ଵର୍ଗର ମନ୍ଦିରରୁ ବାହାରି ଆସିଲା"

ପୃଥିବୀର ଶସ୍ୟ ସଂଗ୍ରହ କରାଗଲା

ଏକାନ୍ତରୀକ ଅନୁବାଦ: "ସେ ପୃଥିବୀରୁ ଶସ୍ୟ ସଂଗ୍ରହ କଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)