Door43-Catalog_or_tn/REV/14/09.md

1.2 KiB

ଈଶ୍ଵରଙ୍କ କ୍ରୋଧର ମଦିରା ପାନ କରିବ

ଏଠାରେ "ମଦିରା ପାନ କର" ର ଅର୍ଥ ଈଶ୍ଵରଙ୍କ କ୍ରୋଧକୁ ଅନୁଭବ କରିବା । (ଦେଖନ୍ତୁ: ତୁଳନା)

ଯାହା ପ୍ରସ୍ତୁତ ହୋଇଅଛି

ଏକାନ୍ତରୀକ ଅନୁବାଦ: "ଯାହା ଈଶ୍ଵର ପ୍ରସ୍ତୁତ କରିଅଛନ୍ତି" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ତାହାଙ୍କ କ୍ରୋଧର ପାତ୍ର

ମଦିରା ସହ ପରିପୂର୍ଣ୍ଣ ପାତ୍ର ଈଶ୍ଵରଙ୍କ କ୍ରୋଧକୁ ବର୍ଣ୍ଣନା କରେ ।

ଅମିଶ୍ରିତ ଢାଳିଲେ

ଏହି ସେହି ମଦିରାକୁ ଦର୍ଶାଏ ଯାହା ଜଳମିଶ୍ରିତ ନୁହେଁ । ଏହାର ଅର୍ଥ ସେମାନେ ଈଶ୍ଵରଙ୍କ ସମ୍ପୁର୍ଣ୍ଣ କ୍ରୋଧକୁ ଅନୁଭବ କରିବେ ।

ତାହାଙ୍କ ପବିତ୍ର ଦୂତଗଣ

"ଈଶ୍ଵରଙ୍କ ପବିତ୍ର ଦୂତଗଣ"