Door43-Catalog_or_tn/REV/13/18.md

489 B
Raw Permalink Blame History

ମନୁଷ୍ୟମାନଙ୍କର ସଂଖ୍ୟା ଅଟେ

ସମ୍ଭାବନା ଅର୍ଥଗୁଡିକ ୧) ସଂଖ୍ୟା ଏକ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ କିମ୍ବା ) ସେହି ସଂଖ୍ୟା ସମସ୍ତ ମାନବ ଜାତିକୁ ବର୍ଣ୍ଣନା କରେ ।

୬୬୬

"ଛଅଶ ଛଷଠି" (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡିକ)