Door43-Catalog_or_tn/REV/13/11.md

795 B

ପ୍ରକାଣ୍ଡସର୍ପ

୧୨:୩ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ଏବଂ ପୃଥିବୀକୁ ଏବଂ ଯେଉଁମାନେ ଏଠାରେ ରୁହନ୍ତି ସେମାନଙ୍କୁ ନିର୍ମାଣ କଲେ

"ପୃଥିବୀରେ ଥିବା ପ୍ରତ୍ୟେକଙ୍କୁ ନିର୍ମାଣ କଲେ"

ଯାହାର ମାରାତ୍ମକ କ୍ଷତ ସୁସ୍ଥ ହୋଇଥିଲା

ଏକାନ୍ତରୀକ ଅନୁବାଦ: "ଯାହାର ମାରାତ୍ମକ କ୍ଷତ ଥିଲା ତାହା ସୁସ୍ଥ ହୋଇଥିଲା" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)